Sahitya Jibana

Portal on odia literature

ଗୁରୁ ଆମ ଇଶ୍ୱର – ଶେଖ ମୋଜାହିଦ ମହତାବ

1 min read

ଶିକ୍ଷକ ଏକ ଆଇନା,
ଯାହା ଦ୍ବାରା ଶିଷ୍ଯ ପ୍ରତି ଛବି ଦେଖିପାରେ,
ଶିକ୍ଷକ ଏକ ଝରକା,
ଯାହା ଦ୍ବାରା ଶିଷ୍ଯ ସାରା ପୁର୍ଥିଵୀ ଦେଖିପାରେ,
ଶିକ୍ଷକ ଏକ କବିତା
ଯାହା ଦ୍ବାରା ଶିଷ୍ଯ ତାର ସବୁ ଭାବନା ବୁଝିପାରେ,
ଶିକ୍ଷକ ଏକ ମାଟିର ଦୀପ
ଯାହା ଦ୍ବାରା ଶିଷ୍ଯ ତାର ଭବିଷ୍ଯତ ଆଲୋକିତ କରିପାରେ,
ଶିକ୍ଷକ ଏକ ବତୀଖୁଣ୍ଟ
ଯାହା ଦ୍ୱାରା ଶିଷ୍ୟ ତାର ବବିଷ୍ୟତର ପଥ ନିର୍ଧାରଣ କରିପାରେ,
ଶିକ୍ଷକ ଇଶ୍ୱରଙ୍କ ଏକ ଜୀବନ୍ତ ଅବତାର
ଗୁରୁ ମାଧ୍ୟମରେ ଗୋବିନ୍ଦ ପ୍ରାପ୍ତିର
ଅନନ୍ୟ ସମ୍ଭାର,

ଶେଖ ମୋଜାହିଦ ମହତାବ
ଗାନ୍ଧିଛକ, ଯାଜପୁର ଟାଉନ
ଯାଜପୁର

Leave a Reply

Copyright © Sahitya Jibana | Newsphere by AF themes.