Sahitya Jibana

Portal on odia literature

ସପ୍ତରଙ୍ଗ ହିନ ରଜ – ମମତା ବାରିକ

1 min read

ପଡୁଛି ନଭ ରୁ ଉଦକ ର ଟୋପା
ଋତୁମତୀ ମେଦିନୀ ଫୁଲେ
ଆମ୍ବ ,ପଣସ ଦ୍ରୁମେ କପି ହୁଃକାର
ବଟ,ଓସ୍ତ ଡାଳେ ଦୋଳି ଝୁଲେ।।
ବିତିଛି ଦିନ ଆଜି ଏ ଦିନ ବେସୁରା
ରଜ ଆଜି ସପ୍ତରଙ୍ଗ ହିନା
ନାହିଁ ଗାଁ ଦାଣ୍ଡେ ତାସ ,କବାଡି ମୌଜ
କରୋନା କଲା ସବୁ ବେସୁରା।।
ଗାଁ କନ୍ୟା ସଜ ଯାଉଛି ଆଜି ହଜି
ଗୃହେ ବସେ ସେ ବିଚରା
ବନ୍ଧୁପ୍ରୀୟ ଜନ ଗୃହେ ନଯାନ୍ତି କେହି
ଗୃହରେ ବାନ୍ଧନ୍ତି ଦୋଳି ଝୁଲା।।
ରଜ ତିନିଦିନ ଗୃହ ପ୍ରାଙ୍ଗଣରେ
ପାଳିବା ହେଇ ଆମେ ମେଳ
ବିତାଡିତ କରିବା କରୋନା କୁ ଦିନେ
ଆସିବ ଆରବର୍ଷ ନବରଜ।।

ମମତା ବାରିକ , ଯାଜପୁର,ବାରବାଟୀ

Leave a Reply