Sahitya Jibana

Portal on odia literature

ଶୁଭ ସାବିତ୍ରୀ – ଶକୁନ୍ତଳା ମହାପାତ୍ର

1 min read

ସଦା ସୀମନ୍ତିନୀ
ସ୍ୱାମୀ ସୁହାଗିନୀ ..
ହୋଇ ରହିଥାନ୍ତୁ ସର୍ବେ
ଆଦିଶକ୍ତି ମାତା …
କରୁଥାଅ କୃପା
ପ୍ରଣମିତ ଯୁଗେ ଯୁଗେ ।

ଜୀବନ ଯୁଦ୍ଧ ରେ
ସାବିତ୍ରୀ ସମ ….
ହେଉ ନିଗାଢ଼ ଜୟ ,
ତୁମ୍ଭେ ସାଥେ ଥିଲେ
କୂଳ ଲଂଘିଵାକୁ
ନ ଥାଏ ପରାଭୟ।

ଓଢଣୀ ତଳେ
ଭରା ସିନ୍ଦୁର ପା…..
ଅର୍ଦ୍ଧାଂଗିନୀର ଆକାଂକ୍ଷା,
ଅଖଣ୍ଡ ଦୀପ ମୋ
ଆୟୁଧ ହେଉ……
ଅଇହ ଡେଂଗୁରାକୁ ପ୍ରତୀକ୍ଷା ।

ଶକୁନ୍ତଳା ମହାପାତ୍ର
ଖଣ୍ଡପଡ଼ା, ନୟାଗଡ

Copyright © Sahitya Jibana | Newsphere by AF themes.