Sahitya Jibana

Portal on odia literature

ମମତାମୟୀ ଜନନୀ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

1 min read
silhouette of man touching woman against sunset sky

Photo by Pixabay on Pexels.com

ଧୂ ଧୂ ଖରା ର ବାଟ ରେ
ଅମୃତ ର ପସରା
ଅମା ଅନ୍ଧାର ରେ
ସୁଖ ର ସାହାରା ॥
ପ୍ରୀତି ର ସମୁଦ୍ର ଯା’ର
କେବେ ସରେ ନାଇଁ _
ମମତା ର ଫଗୁ ରେ ଯେ’
ଜୀବନ ସାରା ରଙ୍ଗୀନ଼ କରୁ ଥାଏ
ଜହ୍ନରାତି ର ଗୀତ ରେ ଯେ’
ମୁଗ୍ଧ କରୁ ଥାଏ _
ସେ କରୁଣାମୟୀ_
ମମତାମୟୀ ଜନନୀ ॥

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ସ୍ଥାନଡାକ କୋଲନରା ଭାୟାଜେ.କେ.ପୁର଼ ଜିଲ୍ଲା – ରାୟଗଡ଼ା (ଓଡ଼ିଶା)
ଇ-ମେଲ :
prafullachandrapadhi1093@gmail.com
ହ୍ୱାଟ୍ସଆପ୍ ନମ୍ବର :
8917324525