Sahitya Jibana

Portal on odia literature

ତିନୋଟି କବିତା – ସୁକାନ୍ତ ଖଣ୍ଡା

1 min read
seashore under white and blue sky during sunset

ପ୍ରଥମ କବିତା
-ଘଟଗାଁ/ଚୈତି ପର୍ବ-
ମାଆ ମାରିଣୀଙ୍କ ଚୈତି ପରବକୁ
ସଭିଏଁ କରୁ ପାଳନ
ଅଥଚ ଏଥର ଶୂନଶାନ ହେବ
କରୋନା ପାଇଁ କି ଧ୍ଯାନ।୨
ଦ୍ବିତୀୟ କବିତା
ଠାକୁର ମୁଣ୍ଡା/ଉଡା଼ ପର୍ବ
ଉଡା଼ ପରବଟା ହୋଇ କି ପାରିବ
ଦୋ’ ଦୋ’ ପାଞ୍ଚ ମନ ଆଜି
ବେପାର ବଣିଜ ସବୁ ମାନ୍ଦା ହେବ
କରୋନା ଖାଉଛି ଭାଜି?
ତୃତୀୟ କବିତା
-ଓଡି଼ଶା/ଦଣ୍ଡନୃତ୍ଯ-
ଆମ ଓଡି଼ଶାରେ ଅଛି ଦଣ୍ଡନୃତ୍ଯ
ଚୈତ୍ର ମାସେ ଈଷ୍ଟ ସ୍ମରି
ଖରାକୁ ଖାତିର ନୁହେଁ କଳାକାର
ମୁକ୍ତମଞ୍ଚେ ଅବତରୀ।
***

 

ସୁକାନ୍ତ ଖଣ୍ଡା

କେନ୍ଦୁଝର