Sahitya Jibana

Portal on odia literature

ତୁମରି ପ୍ରେମ ରେ – ଟୋନିସ ରୋହିଦାସ

1 min read

 

ମୋର ହୃଦୟ ଖୋଯେ ତୁମକୁ,
ମୋର ନିଃଶ୍ୱାସ ଖୋଜେ ତୁମକୁ।।
ନୀତି ତୁମ ପ୍ରେମ ର ସ୍ପର୍ଶ ପାଇବା ପାଇଁ ମୁଁ ବ୍ୟାକୁଳ ହୁଏ ।।
ତୁମ ର ସେ ଓଠର ହସ ମୋତେ ନୀତି ମନେ ପକାଏ।।

କେମିତି ଏ ତୁମ ପ୍ରେମ ର ନିଶା
ତୁମକୁ ଭଲ ପାଇବା ପରେ ତୁମକୁ ସବୁ ଦିନ ଦେଖିବାକୁ କରି ଦେଇଛି ପେଶା।।

ଝିପି ଝିପି ସେଇ ବର୍ଷା ରେ ତୁମେ ଭିଜେଇ ଥିଲ ମୋତେ।।
ସେଇ ବର୍ଷା ମୋ ପ୍ରେମ ର କାହାଣୀ କାରି ଦେଇ ଥିଲା ସୁନ୍ଦର କେତେ।।

ହାତରେ ଧରି ଗୋଲାପ ଫୁଲ,
ତୁମକୁ ଯେବେ ଦେଲି ବୁଝି ଗଲ ମୋ ପ୍ରେମ ର ମୁଲ।।

ଆକାଶ ର ଜହ୍ନ ପରି ତୁମ ଦୁଇ ଆଖି।।
ହୃଦୟ ର ସବୁ କଥା କହି ଦିଏ ମୋତେ ଦେଖି।।

ଜୀବନ ରେ ପାଇଛି ଏମିତି ବନ୍ଧୁ ଜଣେ।।
ଛାଡି ବନି କେବେ ମୋ ହାତ ତୁମେ କେବଳ ମୋର ମୁ ଏତିକି ଜାଣେ।।

ରାତି ହେଲେ ଦିଶେ ତୁମ ଚେହେରା,
ସାରା ଜିବନ ଖୋଜେ ତୁମ ସାହାରା।।

ଯେଉଁ ଦିନ ତୁମ ହାତ ମୋ ହାତରେ ଆସିବ ।।
ଆମ ପ୍ରେମ ର କାହାଣୀ ଏ ସାରା ଦୁନିଆ ଦେଖିବ।।

ତୁମେ ମୋ ରାଣୀ ମୁ ତୁମ ରାଜା,
ତୁମକୁ ରଖି ଦେବୀ ସାରା ଜୀବନ ମୋ
ହୃଦୟ ମନ୍ଦିରେ କରୁଥିବୀ ପୂଜା।।

ଟୋନିସ ରୋହିଦାସ
ଗ୍ରାମ-ପାମର,ବଡ଼ଗାଁ, ଜିଲ୍ଲା-ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫