Sahitya Jibana

Portal on odia literature

ମୁଁ ଓଡ଼ିଆ – ସବିତା ତ୍ରିପାଠୀ 

1 min read

ଓଡିଶା ରାଜ୍ୟେ ଜନମ ମୋର
ମୋ ମାତୃଭାଷା ଭାରି ସୁନ୍ଦର,
ମୋ ସଂସ୍କୃତି ମୋ ପରମ୍ପରା
ନାହିଁ ତାର ପଟ୍ଟାନ୍ତର | ( ||)

ଇଂରେଜ ମାନଙ୍କ କବଳ ରୁ ଉଦ୍ଧର କରି
ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦେଲେ,
ଉତ୍କଳ ନାମ ଘୋଷିତ କଲେ
ଆମ ଓଡ଼ିଆ ବୀର | (||)

ମୁଁ ଆଜି ଗର୍ବିତ
ମୋ ମାଟି ମା କୋଳେ
ଜଗତର ନାଥ ଜଗାକାଳିଆ
ହୋଇଛନ୍ତି ପ୍ରତିଷ୍ଠିତ | (||)

ଓଡିଶା କଳା ର ନାହିଁ ତୁଳନା
ପିପିଲି ଚାନ୍ଦୁଆ ସାଥେ
କଟକ ତାରକସି, ମନ୍ଦିର ମାଳିନୀ ଭୁବନେଶ୍ୱର

 

ସବିତା ତ୍ରିପାଠୀ 

ପ୍ରବାସୀ ଓଡ଼ିଆ ପରିବାର

ନଭିମୁମ୍ବାଇ , ମହାରାଷ୍ଟ୍ର

[subscribe2]
Copyright © Sahitya Jibana | Newsphere by AF themes.