Sahitya Jibana

Portal on odia literature

ମରୀଚିକା ପ୍ରେମ – ସସ୍ମିତା ବାରିକ

1 min read

ତୁମରି ପ୍ରେମର ଭଗ୍ନାଅଂଶରେ ଆଜି

ସାଜି ଅଛି ବିରହିଣୀ ।

ଅଣ ଦେଖା କରି ଚାଲି ଗଲ ତୁମେ ,

ପଛକୁ ନ ଟିକେ ବୁଲି !

ଛାଡି ଗଲ ତୁମ ଶ୍ରୀରଂଗ ପ୍ରେମକୁ ,

ନିର୍ଜନ ବେଳାର ଅନ୍ଧକାରରେ !

ତୁମ ସାଥେ ….

ତାଳ ଦେଇ ଚାଲିବା ପାଇଁ ମୁଁ

କେତେ ଭାବିଥିଲି

ମୋ ମନରେ… ।

 

ସସ୍ମିତା ବାରିକ

ଡେଲାଙ୍ଗ ,ପୁରୀ

ଇ-ମେଲ୍: Sasmita33053@gmail.com