Sahitya Jibana

Portal on odia literature

ସୀତା ର୍ ଜନମ୍ – ହେମବନ୍ତ ପ୍ରଧାନ

1 min read
seashore under white and blue sky during sunset

ଯେତେବେଲେଁ ଜନକ୍ ରଜାର୍ ଦେଶେଁ ମର୍ଡି ଲାଗିଁ ନାଇଁ ମିଲୁଥାଇଁ ଅରନ୍ ଲକ୍ଷ୍ମୀ ମାତା ସୀତା ରୂପେଁ ଜନମ୍ ହେଇ ତାକର୍ ଦେଶର୍ ସବୁ ଲୁକ୍କୁଁ ଦେଲେ ଶରନ୍ |

ଯେତେବେଲେଁ ସେ ହେଲେ ଜନମ୍ ଇନ୍ଦ୍ର ଦେବ୍ତା ବର୍ଷା କଲେ ବୁଝ୍ଲେ ତାକର୍ ଘା ରେ ଦେଲେ ପେନ୍ ରୂପର୍ ମଲମ୍ |

ଜନକ୍ ରଜା ଯେତେବେଲେଁ ଜୁତୁଥିଲେ ନଙ୍ଗଲ୍ ଲକ୍ଷ୍ମୀ ମାତା ଜନମ୍ ହେଇ କର୍ଲେ ଜଗତର୍ ମଙ୍ଗଲ୍ |

ନଙ୍ଗଲ୍ ର କସ୍ନା କପ୍ଟା ଗୁଟେ ପହେଲା ହେଲା ଧରେଇ କାଣା ଗୁଟେ ଆଏ ବଲିଁ ଜନକ୍ ରଜା ମାଏଟ୍ କେ ଆଉ ଟିକେ ଦେଲେ ଇଁଚ୍ରେଇ |

ଇଁଚ୍ରେଇକରିଁ ଦେଖ୍ଲା ବେଲ୍କେ କପ୍ଟା ଭିତ୍ରେଁ ଅଛେ ଛୁଆ ଗୁଟେ କେନୁ ଆଏଲା କିଏ ତୁପ୍ଲା ବଲିଁ ପଚ୍ରାଲେ ଗୁଟେ କଟେଁ |

ଟିକେ ଗଲା କି ହେଲା କେତେ ବେଲୁଁ ବର୍ଷା ଇ ଛୁଆ ଲାଗିଁ ବର୍ଷା ଆସିଛେ ବଲିଁ ସଭେ କର୍ଲେ ଭର୍ସା |

ବର୍ଷା ଆସିଛେ ବଲିଁ ସମ୍କିରର୍ ମୁହୁଁ ନୁ ଖୁସିର୍ ଲହରୀ ସମ୍କିରର୍ ମୁହୁଁ ଖୁସିର୍ ଗୀତ୍ ଯାଉଛେ ବାହାରି |

ରଜା ମାଏଟ୍ ଭିତ୍ରୁଁ ଝି ଟେ ପାଇଛନ୍ ବଲିଁ ବହୁତ୍ ଜ୍ଞାନୀ ଲୋକ୍ ଦଉଡ଼ି ଲୋକ୍ ମାନ୍କର୍ ସାଙ୍ଗେ ହସିଁ ଖୁସି ଥିଁ ରଜା ବି ଯାଇଛନ୍ ବୁଡ଼ି |

ଲକ୍ଷ୍ମୀ ମାତା ଜନମ୍ ହେଇଥିଲେ ମାଟୁଁ କେଢ଼େ ସୁନର୍ ମୁହୁଁଟେ ନେଇ ସୁନର୍ ଚେହେରା ସାଙ୍ଗେ ଭଲ୍ କରମ୍ ଆଉ ଭଲ୍ ଚରିତ୍ର ସମ୍କିର୍ର ମନ୍ ନେଲା ମୁହି |

ସୁନର୍ ଚେହେରା ଦେଖି ଜନକ୍ ରଜାର୍ ହେଇଗଲା ଖୁସ୍ ମନ୍ ଉଆଁସେଁ ତାକର୍ ଘରେଁ ହେଇଗଲେ ସେ ପୁନିର୍ ଜନ୍ |

କେଢ଼େ ଲାଡ଼େ ଗେଲେଁ ପୁଷ୍ଲେ ପାଲ୍ଲେ କେଢ଼େ ଠାଟେଁ କଲେ ବିହା ସୀତା ମିତାଲ୍ ଚରିତ୍ର ଟେ ପାଏବାର୍ଟା ଆଏ ମୁସ୍କିଲ୍ ଜନକ୍ ରଜା ନୁ ଜନମ୍ ହେଇ ମାରିଥିଲେ ଶୁଭ୍ ଟିହା |

 

ହେମବନ୍ତ ପ୍ରଧାନ

ବରଗଡ଼

ଇ-ମେଲ : hbpradhan7064@gmail.com