Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ଇଂ ସରୋଜ ପଟ୍ଟନାୟକ

1 min read

ସାଧାରଣ ତନ୍ତ୍ର ଦିବସ
ହିମାଳୟ ଠାରୁ କୁମାରିକା ଯାଏ
ପାଳିତ କରୁଛି ସର୍ବତ୍ର ଏଦେଶ
ପୁଣ୍ୟ ଆଉ ମହାନ ଆଜିର ଦିବସ
ଦପରିଚୟ, ସାଧାରଣ ତନ୍ତ୍ର ଦିବସ.
ଅବସାନ ହେଲା ବିଦେଶୀ ଶାସନ
ଦେଶ ପାଇଲା ସ୍ୱାଧୀନତାର ସମାନ
ନିଜ ହାତେ ନେଲୁ ଶାସନର ଭାର
ଆଉ ଗଢ଼ାହେଲା ନୂଆ ସମ୍ବିଧାନ
ଉନେସ ସତଚଲିସ ମସିହା
ଅଗଷ୍ଟ ମାସପନ୍ଦର ତାରିଖରେ
ଚାଲିଗଲେ ଛାଡି ବ୍ରିଟସ ରେଆଉ
ଉଡିଲା ତ୍ରିରଙ୍ଗା ଲାଲକିଲାରେ
ଉଣେଇଶପଚାଷ ମସିହା ଅଭୁଲା
ଜାନୁଆରୀ ଛବିଶ ତାରିଖ ଦିନ
ପାଳିତ ହେଲାସାଧାରଣତନ୍ତ୍ର ଦିବସ
ସେଇଦିନୁସାରାଦେଶ କଲା ପାଳନ
ବାବନ ସାହେବ ଆମ୍ୱେଦକର
ଲେଖିଲେ ଦେଶ ପାଈଁ ସମ୍ବିଧାନ
ପାଇବେ ସଭିଏଁ ସମାନ ଅଧିକାର
ନଥିବ ପ୍ରଭେଦର କିଛି ବ୍ୟବଧାନ.
ଗର୍ବ କରି ଆଜି ଉଡେ ତ୍ରିରଙ୍ଗା
ମଥା ଆଜି କରି ଉପର ଗାଉ
ଆମେଖୁସିରେସ୍ୱାଧୀନତାର ଗାଥା
ରଖିଛୁଦେଶରଟେକଆମେ ସର୍ବଥା
ଭାରତ ମାଟିର ସେଇ ବୀର ସନ୍ତାନ
ଦେଇଛନ୍ତି ଦେଶ ପାଈଁ ବଳିଦାନ
ଆଜି ଏ ପୁଣ୍ୟ ତିଥିରେ ମନେ ପକାଇ
କରୁଛୁଆଜିମହାନବିରଙ୍କର ଗୁଣଗାନ

ଇଂ ସରୋଜ ପଟ୍ଟନାୟକ
ଭୁବନେଶ୍ୱର, ଖୋର୍ଦ୍ଧା
ମୋ ନଂ 9438258215